କୁରଣ୍ଡୀ Kuraṇḍī

  • ସଂ. ବିଣ. ପୁଂ. (କୁରଣ୍ଡ+ଅଛି ଅର୍ଥରେ. ଇନ୍, 1 ମା. 1 ବ.) — କୁରଣ୍ଡ ରୋଗଗ୍ରସ୍ତ; କୁରୁଣ୍ଡା — Suffering from scrotal tumour; having a large scrotum