କୁଧୀ Kudhī

  • ସଂ. ବିଣ. (ବହୁବ୍ରୀହି; କୃ=ମନ୍ଦ+ଧୀ=ବୁଦ୍ଧି) — ନିର୍ବୋଧ — Foolish; stupid
  • ସଂ. ବିଣ. (ବହୁବ୍ରୀହି; କୃ=ମନ୍ଦ+ଧୀ=ବୁଦ୍ଧି) — ଖଳ — Wicked