କୁଧାରା Kudhārā

  • ସଂ. ବି. (କର୍ମଧା; କୁ+ଧାରା) — ମନ୍ଦ ଆଚରଣ; ମନ୍ଦ ପ୍ରକୃତି — Bad manners; bad habit
  • ସଂ. ବି. (କର୍ମଧା; କୁ+ଧାରା) — ମନ୍ଦ ଉପାୟ ବା ପ୍ରଣାଳୀ — A bad or clumsy method