କୁତୁକ Kutuka
- ସଂ. ବି. (କୁତୁ=କୁତ୍କୁତ୍ ଧ୍ୱନି+କୈ ଧାତୁ+କର୍ତ୍ତୃ. ଅ) — କୌତୁହଳ — Curiosity
- ସଂ. ବି. (କୁତୁ=କୁତ୍କୁତ୍ ଧ୍ୱନି+କୈ ଧାତୁ+କର୍ତ୍ତୃ. ଅ) — ଇଚ୍ଛା — Desire; inclination
- ସଂ. ବି. (କୁତୁ=କୁତ୍କୁତ୍ ଧ୍ୱନି+କୈ ଧାତୁ+କର୍ତ୍ତୃ. ଅ) — ଆନନ୍ଦ — Joy
- ସଂ. ବି. (କୁତୁ=କୁତ୍କୁତ୍ ଧ୍ୱନି+କୈ ଧାତୁ+କର୍ତ୍ତୃ. ଅ) — ଔତ୍ସୁକ୍ୟ — Eagerness; ardour
- ଦେ. ବି — କୌତୁକ — Sport
- ଦେ. ବି — ସରଇ କି ଶୋକ କୁସୁମ କୁତୁକେ ଫିଙ୍ଗି ମୋ ପରେ ଯେଉଁ ବାସରେ। ଭଞ୍ଜ, ପ୍ରେମସୁଧାନିଧି।