କୁଚିଆ Kuchiā

  • ପ୍ରାଦେ. (ବାଲେଶ୍ୱର) ବି — କୋଚିଆ (ଦେଖ) — Kochiā (See)
  • ପ୍ରାଦେ (ମେଦିନୀପୁର) ବି (ସଂ. କିଞ୍ଚୁଳକ; ତୁଳ. ବଂ. କେଞ୍ଚୁୟା।) ଜିଆ; କେଞ୍ଚୁଆ — Earthworm