କୁଚଫଳ Kuchaphaḻa

  • ସଂ. ବି. (ରୂପକ କର୍ମଧା; କୁଚ+ଫଳ) — ଡାଳିମ୍ବ — Pomegranate
  • ସଂ. ବି. (ରୂପକ କର୍ମଧା; କୁଚ+ଫଳ) — କଇଥ ଗଛ — The tree Ferona Elephantum (M.W.)