କୁକୁଡ଼ା Kukuṟḍ̠ā

  • ଦେ. ବି. (ସଂ. କୁକ୍କୁଟ) — ମୁରଗୀ; କୁକ୍କୁଟ — Fowl; cock
  • ଦେ. ବି. (ସଂ. କୁକ୍କୁଟ) — [ଦ୍ର—ଦୁଇ ପ୍ରକାର କୁକୁଡ଼ା ଦେଖାଯାନ୍ତି, ଯଥା—ଗୃହପାଳିତ କୁକୁଡ଼ା — Fowl; Gallus;ବନ୍ୟ=ବଣକୁକୁଡ଼ା—Gallus Ferrugineus or Phasianus Gallus;ଅଣ୍ଡିରା କୁକୁଡ଼ାକୁ ଗଞ୍ଜା ବୋଲାଯାଏ]