କୁକର Kukara

  • ସଂ. ବିଣ. ପୁଂ. (ବହୁବ୍ରୀହି; କୁ+କର) — ହାତକେମ୍ପା; କେମ୍ପାହାତବିଶିଷ୍ଟ (ବ୍ଯକ୍ତି) — (a person) Having a crooked hand