କୀଶ Kīṡa

  • ସଂ. ବି. (ବହୁବ୍ରୀହି; କ=ବାୟୁ+ଅପତ୍ୟାର୍ଥରେ. ଇ=କି; କି=ହନୁମାନ+ଈଶ) — ବାନର — Monkey
  • ସଂ. ବି. (ବହୁବ୍ରୀହି; କ=ବାୟୁ+ଅପତ୍ୟାର୍ଥରେ. ଇ=କି; କି=ହନୁମାନ+ଈଶ) — ବିଳସୁଁ ଯେ କୀଶ ଶିଶୁ, ବଡ଼ ଭୟେ କୋଳେ ପଶୁଁ। ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି. (ବହୁବ୍ରୀହି; କ=ବାୟୁ+ଅପତ୍ୟାର୍ଥରେ. ଇ=କି; କି=ହନୁମାନ+ଈଶ) — ପକ୍ଷୀ — Bird
  • ସଂ. ବି. (ବହୁବ୍ରୀହି; କ=ବାୟୁ+ଅପତ୍ୟାର୍ଥରେ. ଇ=କି; କି=ହନୁମାନ+ଈଶ) — ସୂର୍ଯ୍ୟ — The sun
  • ସଂ. ବିଣ. — ବିବସ୍ତ୍ର; ଉଲଙ୍ଗ; ଲଙ୍ଗଳା — Naked