କିସ Kisa
- ଦେ. ସର୍ବନାମ ଓ ବିଣ. (ସଂ. କିମ୍) — କି; କଅଣ — What
- ଦେ. ସର୍ବନାମ ଓ ବିଣ. (ସଂ. କିମ୍) — ଅଧିକ କିସ ଲେଖିବି ଜଣାଣ ବିନତି। ଭଞ୍ଜ, ପ୍ରେମସୁଧାନିଧି।
- ଦେ. ସର୍ବନାମ ଓ ବିଣ. (ସଂ. କିମ୍) — କୃଷ୍ଣ କହନ୍ତି ବିରାଟ କାନ୍ଦ କିସ ଅର୍ଥେ। ସାରଳା, ମହାଭାରତ, ଭୀଷ୍ମ।
- ଦେ. ସର୍ବନାମ ଓ ବିଣ. (ସଂ. କିମ୍) — [ଦ୍ର—ଯାଜପୁର, ବାଲେଶ୍ୱର ଓ ଗଞ୍ଜାମରେ 'କି' ପରିବର୍ତ୍ତେ ଏହି ଶବ୍ଦର ବହୁଳ ପ୍ରଚଳନ ଦେଖାଯାଏ।]
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଆକ୍ରୋଶ) — ଈର୍ଷା — Spite; malice; grudge