କିପରି Kipari

  • ଦେ. ଅ. (ସଂ. ବିଂ ଓ ପ୍ରକାର) — କେଉଁ ଭଳି; କେମନ୍ତ; କିପ୍ରକାରର — Of what kind
  • ଦେ. ଅ. (ସଂ. ବିଂ ଓ ପ୍ରକାର) — କେଉଁ ପ୍ରକାରେ; କିମତି; କେମନ୍ତେ — How; in what manner
  • ଦେ. ଅ. (ସଂ. ବିଂ ଓ ପ୍ରକାର) — କେଉଁପ୍ରକାରରେ; କେଉଁ ଉପାୟରେ — By what means