କିନ୍ନର Kinnara
- ସଂ. ବି. ପୁଂ (କିଂ= କୁତ୍ସିତ+ନର) — ଅଶ୍ୱର ମୁଖ ପରି ମୁଖ ଓ ନରଦେହ ପରି ଦେହବିଶିଷ୍ଟ ଦେବଯୋନି— ବିଶେଷ; କିଂପୁରୁଷ; ଦେବଗାୟକ — A class of demigods (with head of a horse and body of man) attached to the service of Kubera and experts in music; the Divine Choristers
- ସଂ. ବି. ପୁଂ (କିଂ= କୁତ୍ସିତ+ନର) — [ଦ୍ର—ଏମାନେ କୁବେରଙ୍କ ଅନୁଚର ଏବଂ ସଙ୍ଗୀତ ବିଦ୍ୟାରେ ଧୁରୀଣ।]