କିଗୋ Kigo

  • ଦେ. ଅ. (ଏକବଚନ ଓ ବହୁବଚନ) — ସଙ୍ଗି ଓ ସଙ୍ଗିନୀ- ମାନଙ୍କ ପ୍ରତି କୋମଳ ସସ୍ନେହ ସମ୍ବୋଧନ; ଆଗୋ; ଗୋ — Interjection used in addressing one's male or female campanion