କାଢ଼ Kāṟḍ̠ẖa

  • ଦେ. ବି. — ଶାରୀରିକ କ୍ଷମତା; ବଳ; ଶକ୍ତି; ପରାକ୍ରମ; ସାମର୍ଥ୍ୟ — 1. Physical strengt; bodily power; prowess
  • ଦେ. ବି. — ପରିଶ୍ରମ — Labour; exertion
  • ଦେ. ବିଣ — ଶୁଖିଲା; ନୀରସ — Dry; sapless (Wilkins)
  • ଦେ. ବିଣ — କଢ଼ା ହୋଇଥିବା — Taken out