କାଢ଼ ଅଦା Kāṟḍ̠ẖ adā

  • ଦେ. ବି — ଭୂମିରୁ ଉଦ୍ଧୃତ ବା କଢ଼ା ହୋଇଥିବା ଅଦାରୁ ପୃଥକ୍କୃତ ପୁରୁଣା ଅଦା ଖଣ୍ଡମାନ — The pieces of old ginger separated from the root of newly shooting plants
  • ଦେ. ବି — ବିହନ ପାଇଁ ବଛା ହୋଇ ରଖାଯିବା ଅଦା ଛଡ଼ା ଅନ୍ଯ ଯେଉଁ ଅଦାକୁ ବିକ୍ରି ବା ବ୍ଯବହାର ପାଇଁ କାଢ଼ି ରଖାଯାଏ — Ginger taken out for use or sale after keeping pieces for seeds
  • ଦେ. ବି — [ଦ—ପୋତା ହୋଇଥିବା ଅଦାଖଣ୍ଡରୁ ଚେର ଓ ଗଜା ବାହାରି ଭୂମିରେ ଚାରା ଗଛର ଚେର ଲାଗି ଗଲେ ତା ମୂଳରେ ଥିବା ପୁରୁଣା ଅଦାକୁ କାଟି କାଢ଼ି ଆଣନ୍ତି। ସେହି ଅଦାକୁ କାଢ଼ ଅଦା ବୋଲାଯାଏ।]