କାସୁ Kāsu

  • ବୈଦେ. (ତେ) ବି. — ଗୁନ୍ଥା ହେବା ଲାଗି ଗୋଡ଼ ଲାଗିଥିବା ଟଙ୍କା ଓ ଅଧୁଲି ପରି ବହଳ ଓ ଗୋଲାକାର ଚକତି; ସୁନାର ଅଳଙ୍କାରବିଶେଷ (ଏହା ହାରରୂପେ ବ୍ଯବହାର ହୁଏ) — Coin-like round pieces of gold and silver attached to each other by a string passed through the eye-holes and intented to be used as a necklace