କାର୍ Kār
- ବୈଦେ. ବି.— 1 । (ଫା.; ତୁଳ ସଂ. କାର୍ଯ୍ୟ ଓ କାର) — କର୍ମ; କାର୍ଯ୍ୟ — Work; act
- ବୈଦେ. ବି.— 1 । (ଫା.; ତୁଳ ସଂ. କାର୍ଯ୍ୟ ଓ କାର) — ବ୍ଯବସାୟ; ବୃତ୍ତି — profession
- ବୈଦେ. ବି.— 1 । (ଫା.; ତୁଳ ସଂ. କାର୍ଯ୍ୟ ଓ କାର) — କର୍ତ୍ତବ୍ୟ କାର୍ଯ୍ୟ — Duty
- ବୈଦେ. ବି.— 1 । (ଫା.; ତୁଳ ସଂ. କାର୍ଯ୍ୟ ଓ କାର) — (ଇଂ. କର୍ଡ଼)—ଘଡ଼ି ବାନ୍ଧିବା ସୂତା ବା ଫିତା — Card for hanging a watch
- ବୈଦେ. ବି.— 1 । (ଫା.; ତୁଳ ସଂ. କାର୍ଯ୍ୟ ଓ କାର) — (ଇଂ. କାର୍)— ମଟରଗାଡ଼ି — Motor car
- ପ୍ରାଦେ. (ସମ୍ବଲପୁର) (ତୁଳ. ବଂ. କାର୍) ସର୍ବନାମ — କାହାର — Whose; of which person