କାମରା Kāmarā
- ବୈଦେ. ବି. (ଇଂ. ଚେମ୍ବର୍; ଫ୍ରେ. ଓ ଲା. କାମେରା; ପର୍ଟୁଗୀଜ— କାମାରା) — ପ୍ରକୋଷ୍ଠ; କୋଠରି — Room of house; chamber
- ବୈଦେ. ବି. (ଇଂ. ଚେମ୍ବର୍; ଫ୍ରେ. ଓ ଲା. କାମେରା; ପର୍ଟୁଗୀଜ— କାମାରା) — ଲମ୍ବ ଘର; ଦଲାଣ — , Hall
- ବୈଦେ. ବି. (ଇଂ. ଚେମ୍ବର୍; ଫ୍ରେ. ଓ ଲା. କାମେରା; ପର୍ଟୁଗୀଜ— କାମାରା) — ବଖରା — Compartment
- ବୈଦେ. ବି. (ଇଂ. ଚେମ୍ବର୍; ଫ୍ରେ. ଓ ଲା. କାମେରା; ପର୍ଟୁଗୀଜ— କାମାରା) — କାମେରା (ଦେଖ) — Kāmerā (See)