କାଭିଏଟ୍ Kābhieṭ

  • ବୈଦେ. ଇଂ. ବି. (ଅଦାଲତ ପ୍ରଚଳିତ ଶଦ୍ଦ; ମୌଳିକ ଲାଟିନ୍ ଶଦ୍ଦରୁ ଇଂରାଜି ଭାଷାରେ ବ୍ଯବହୃତ କାଭିଏଟ୍; ଲାଟିନ୍ କାଭେର୍ ଧାତୁର ଅର୍ଥ=ସାବଧାନ ହେବା) — ମୃତ ବ୍ଯକ୍ତିର ଉଇଲ୍କୁ ଅଦାଲତରେ କୌଣସି ବ୍ଯକ୍ତି ଦାଖଲ କରିଥିବା ଅବସ୍ଥାରେ ଉକ୍ତ ଉଇଲ୍କୁ ରଦ୍ କରିବା ପାଇଁ ଅନ୍ଯ ବ୍ଯକ୍ତି ହେବା ଆପତ୍ତି ଦରଖାସ୍ତ — Caveat or objection filed in court against a petition for probate of a will
  • ବୈଦେ. ଇଂ. ବି. (ଅଦାଲତ ପ୍ରଚଳିତ ଶଦ୍ଦ; ମୌଳିକ ଲାଟିନ୍ ଶଦ୍ଦରୁ ଇଂରାଜି ଭାଷାରେ ବ୍ଯବହୃତ କାଭିଏଟ୍; ଲାଟିନ୍ କାଭେର୍ ଧାତୁର ଅର୍ଥ=ସାବଧାନ ହେବା) — [ଦ୍ର—ଏହି କାଭିଏଟ୍ ଦାଖଲ କରିବା ବ୍ଯକ୍ତି ଅଦାଲତଙ୍କୁ ଜଣାଇ ଦିଏ ଯେ ଆପତ୍ତିକାରୀର ଅଜ୍ଞାତରେ ଅଦାଲତ ଯେପରି ଉକ୍ତ ଉଇଲ ସମ୍ବନ୍ଧେ କିଛି ଆଦେଶ ନ କରନ୍ତି।]