କାବୁ Kābu
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — କ୍ଷମତାହୀନ — Powerless; deprived of power
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — କରି ନେବେ ଯେବେ ତୋତେ ସେହି କାବୁ, ସେଠାରେ ନ ଥିବେ କେହି ଦେଶୀ ବାବୁ—ରାଧାନାଥ, ଦରବାର।
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — ଅନାୟତ୍ତ; ଅଭିଭୂତ — Attacked; beset
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — ଆୟତ୍ତ; ବଶୀଭୁତ — Brought under control
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — ପୀଡ଼ିତ — Diseased
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — ଦୁର୍ବଳୀକୃତ — Weakened
- ବୈଦେ. ବିଣ. (ତୁର୍କି. କାବୁ=ବଶତା; ଅଧିକାର; ଅକ୍ତିଆର) — ପରାସ୍ତ — Defeated
- ଦେ. ବି — ଅଧିକାର; କ୍ଷମତା — Power; authority
- ଦେ. ବି — ବଶତା; ଅକ୍ତିଆର — Control; grip or hold
- ଦେ. ବି — ବଳ — Strength