କାନ୍ଥ Kāntha

  • ଦେ. ବି. (ସଂ. କନ୍ଥା) — ଭିତ୍ତି; ଦେବାଲ୍; ଗୃହର ବାଡ଼ — Wall of a house
  • ଦେ. ବି. (ସଂ. କନ୍ଥା) — ତାହାର ଶ୍ରୁତିଯୁଗ କାନ୍ଥେ ବିବରେ ଦିଅନ୍ତି ଯେମନ୍ତେ। ଜଗନ୍ନାଥ, ଭାଗବତ।