କାନପତା Kānapatā

  • ଦେ. ବି. (ସଂ. କର୍ଣ୍ଣପତ୍ର; କର୍ଣ୍ଣପାଳୀ)—କର୍ଣ୍ଣର ତଳ ଭାଗ — Lobe of the ear
  • ଦେ. ବି. (ସଂ. କର୍ଣ୍ଣପାତ) କାନ ପାଚିବା — Eaves dropping