କାଣ୍ଡ Kāṇḍa
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ବୃନ୍ତ; ଡେମ୍ପ; ନାଡ଼ — Stalk; stem
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ଗଛର ଗଣ୍ଡି; ସ୍କନ୍ଧ — Trunk of a tree
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ଗୁଚ୍ଛ — Bunch
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ସ୍ତମ୍ଭ — Pillar
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — [ଦ୍ର—ଭାରତୀୟ ଶିଳ୍ପ ବିଭିନ୍ନ ଆକୃତି ସ୍ତମ୍ଭ ବା କାଣ୍ଡର ସୂଚନା ଦେଇଥିଲେ ମଧ୍ୟ ଏହା ପ୍ରଧାନତଃ ପାଞ୍ଚ ପ୍ରକାର— 1 । ବ୍ରହ୍ମକାଣ୍ଡ =ସମଚତୁରସ୍ର,= 2 । ଶିବକାଣ୍ଡ=ପଞ୍ଚକୋଣବିଶିଷ୍ଟ, 3 । ସ୍କନ୍ଧକାଣ୍ଡ =ଷଷ୍ଠକୋଣବିଶିଷ୍ଟ, 4 । ବିଷ୍ଣୁକାଣ୍ଡ=ଅଷ୍ଟକୋଣବିଶିଷ୍ଟ, 5 । ରୁଦ୍ରକାଣ୍ଡ=ଷୋଡ଼ଶକୋଣବିଶିଷ୍ଟ। ପୁରୀର ଅରୁଣସ୍ତମ୍ଭ ଶେଷୋକ୍ତ ପ୍ରକାର ଅଟେ। ଜଗବନ୍ଧୁ ପ୍ରାଚୀନ ଉତ୍କଳ—ପୃ 413 ।] — [ଦ୍ର—ଭାରତୀୟ ଶିଳ୍ପ ବିଭିନ୍ନ ଆକୃତି ସ୍ତମ୍ଭ ବା କାଣ୍ଡର ସୂଚନା ଦେଇଥିଲେ ମଧ୍ୟ ଏହା ପ୍ରଧାନତଃ ପାଞ୍ଚ ପ୍ରକାର—1 ବ୍ରହ୍ମକାଣ୍ଡ =ସମଚତୁରସ୍ର,=2 ଶିବକାଣ୍ଡ=ପଞ୍ଚକୋଣବିଶିଷ୍ଟ,3 ସ୍କନ୍ଧକାଣ୍ଡ =ଷଷ୍ଠକୋଣବିଶିଷ୍ଟ,4 ବିଷ୍ଣୁକାଣ୍ଡ=ଅଷ୍ଟକୋଣବିଶିଷ୍ଟ,5 ରୁଦ୍ରକାଣ୍ଡ=ଷୋଡ଼ଶକୋଣବିଶିଷ୍ଟ ପୁରୀର ଅରୁଣସ୍ତମ୍ଭ ଶେଷୋକ୍ତ ପ୍ରକାର ଅଟେ ଜଗବନ୍ଧୁ ପ୍ରାଚୀନ ଉତ୍କଳ—ପୃ413]
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ଗୋଟିଏ ଗୋଟିଏ ସମୟ ବା ସ୍ଥାନ ବା ଅଂଶ ବା ବିଷୟକୁ ଅବଲମ୍ବନ କରି ରଚିତ 7 ଖଣ୍ଡରେ ରଚିତ ରାମାୟଣର ଗ୍ରନ୍ଥାଂଶ; ପ୍ରସଙ୍ଗ — ଗୋଟିଏ ଗୋଟିଏ ସମୟ ବା ସ୍ଥାନ ବା ଅଂଶ ବା ବିଷୟକୁ ଅବଲମ୍ବନ କରି ରଚିତ7ଖଣ୍ଡରେ ରଚିତ ରାମାୟଣର ଗ୍ରନ୍ଥାଂଶ; ପ୍ରସଙ୍ଗ—. One of the seven volumes of the Rāmāyaṇa
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — [ଦ୍ର—ରାମାୟଣର ସାତ କାଣ୍ଡ; ଯଥା—ଆଦିକାଣ୍ଡ, ଅଯୋଧ୍ୟାକାଣ୍ଡ, ଆରଣ୍ୟକାଣ୍ଡ, ସୁନ୍ଦରାକାଣ୍ଡ, କାଷ୍କିନ୍ଧ୍ୟାକାଣ୍ଡ, ଲଙ୍କାକାଣ୍ଡ, ଉତ୍ତରାକାଣ୍ଡ]
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ଗ୍ରନ୍ଥର ଅଧ୍ୟାୟ; ପରିଛେଦ; ପ୍ରକରଣ — Canto; section; chapter of a book
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ନିର୍ଜନ ସ୍ଥାନ — Solitary place
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ବାଣ; ଶର — Arrow
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — କୁସୁମ କୋଦଣ୍ଡକାଣ୍ଡ, କେତେ କରିଥିଲା ରୁଣ୍ଡ। କବିସୂର୍ଯ୍ୟ, କିଶେରୀଚମ୍ପୂ।
- ସଂ. ବି. (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଡ଼) — ଦଣ୍ଡ — Stick