କାଢ଼ୁଆ Kāṟḍ̠ẖuā
- ଦେ. ବିଣ. (ସଂ. କାରୁ=ଶିଳ୍ପୀ) — ପରିଶ୍ରମୀ — Laborious
- ଦେ. ବିଣ. (ସଂ. କାରୁ=ଶିଳ୍ପୀ) — କର୍ମକୁଶଳ — Pert; skilful
- ଦେ. ବିଣ. (ସଂ. କାରୁ=ଶିଳ୍ପୀ) — ବଳୁଆ; ଶକ୍ତିଶାଳୀ; ପରାକ୍ରାନ୍ତ — Strong; powerful, mighty
- ଦେ. ବିଣ. (ସଂ. କାରୁ=ଶିଳ୍ପୀ) — ଜବରଦସ୍ତ — Forcible; using force
- ଦେ. ବିଣ. (ସଂ. କାରୁ=ଶିଳ୍ପୀ) — ଯେ କାଢ଼େ (କାଢ଼ିବା ଦେଖ) — One who snatches away or brings out or cleanses (See under Kāṟḍ̠ẖibā for different meanings)