କାଠବରଣ Kāṭhabaraṇa

  • ଗ୍ରା. ବି. (ସଂ. କାଷ୍ଠ ଓ ବ୍ରଣ) — ଯୁବାକାଳରେ ମୁହଁରେ ବାହାରିବା ଟାଣୁଆ କ୍ଷୁଦ୍ର ବ୍ରଣବିଶେଷ; ବୟଃବ୍ରଣ — Pimple; varus; acne
  • ଗ୍ରା. ବି. (ସଂ. କାଷ୍ଠ ଓ ବ୍ରଣ) — [ଦ୍ର—ଏଥିମଧ୍ୟରେ ଗୋଟିଏ ଖିଲପରି ସରୁଆ ଧଳା ଟାଣୁଆ ବସ୍ତୁ ଥାଏ; ବରଣକୁ ଚିପିଦେଲେ ଖିଲ ବାହାରିପଡ଼େ।]