କାଠକଟା Kāṭhakaṭā
- ଦେ. ବି. (ସଂ. କାଷ୍ଠ+କଟ୍ଟ ଧାତୁ) — କାଠହଣା; କାଠହାଣିବା — Cutting or chopping of wood
- ଦେ. ବି. (ସଂ. କାଷ୍ଠ+କଟ୍ଟ ଧାତୁ) — କାଠ ହାଣିବା ବ୍ଯକ୍ତି; କାଠୁରିଆ — Wood-cutter
- ପ୍ରାଦେ. (ଗଡ଼ଜାତ) ବି — ଏକ ପ୍ରକାର କାଠହଣା ପକ୍ଷୀ — A kind of woodpecker; hoopoes (bird)