କାଟେଣି Kāṭeṇi

  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — ସୂତା କାଟିବା — Spinning
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — ସୂତା କାଟିବାର ଧରଣ — Mode of spinning thread
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — ବାୟା ମାଆର ସରୁ କାଟେଣୀ। ଧୋରେ ବାୟା ଧୋ, ଗୀତ।
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — କଟା ହୋଇଥିବା ସୂତାର ବେଧ — The fineness of thread or yarn spun; count of yarn
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — ଲୁଗାରେ ବୁଣାହୋଇଥିବା ସୂତାର ବେଧ — The fineness of the thread of a cloth
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — କାଟୁଣୀ; ଯେ ସୂତା କାଟେ — A spinner
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — ସ୍ତ୍ରୀଲୋକମାନଙ୍କର ମହଣ ଓ ତେଲ ଦ୍ୱାରା ପାନିଆ ସାହାଯ୍ୟରେ କପାଳ ଉପରିସ୍ଥ ପ୍ରସାଧିତ କେଶର ବିନ୍ୟାସ; ଫିରେଇ; ସୁନ୍ଥା — The coiffure or arrangement of the combed hair over the brow, done by females with the help of wax and oil
  • ଦେ. ବି. (ସଂ. କଟ୍ଟନ; ପ୍ରା. କଟ୍ଟଣ) — କାଟୁଆ (ଦେଖ) — Kāṭuā (See)
  • ବୈଦେ. ବି. (ଇଂ. କଟ୍ଟିଙ୍ଗ୍) — ନଇନ୍ତାଳ୍ ଆଳୁର ଆଖିଥିବା ସ୍ଥାନକୁ ଉଣ୍ଡି ଚେକା ଚେକା କରି କାଟି ମଞ୍ଜିରୂପେ ବ୍ଯବହାର କରାଯାଇଥିବା ଆଳୁଖଣ୍ଡ — Cuttings from potato used as seed
  • ବୈଦେ. ବି. (ଇଂ. କଟ୍ଟିଙ୍ଗ୍) — ମଞ୍ଜି ନିମନ୍ତେ କଟାହୋଇଥିବା ଆଳୁଖଣ୍ଡମାନ — Cuttings of sugarcane used as seed
  • ବୈଦେ. ବି. (ଇଂ. କଟ୍ଟିଙ୍ଗ୍) — ରେଳଲାଇନ୍କୁ ସମତଳରୂପେ ପକାଇବା ପାଇଁ ଉଚ୍ଚ ପର୍ବତାଦି ମଧ୍ୟରେ କଟା ହୋଇଥିବା ସ୍ଥାନ — Railway cutting; a cutting done in a hill or mountain to enable the railway line to be taken on a level