କାଛା Kāchhā
- ଦେ. ବି. (ସଂ.—କଚ୍ଛ) — ମଲ୍ଲମାନଙ୍କ ବ୍ଯବହାର୍ଯ୍ୟ ଲେଙ୍ଗୁଟୀ; କର୍ପଟୀ — Strip of cloth worn by athletes round the waist and tucked over the private parts
- ଦେ. ବି. (ସଂ.—କଚ୍ଛ) — [ଦ୍ର—ଏହା ତ୍ରିକୋଣାକାର ଏବଂ ଏଥିର ଗୋଟିଏ କୋଣରୁ ଲାଙ୍ଗୁଡ଼ ଓହୋଳି ଥାଏ। ତ୍ରିକୋଣାଂଶ ଦ୍ୱାରା ପିଚା ଆବୃତ ହୁଏ ଓ ଲମ୍ବିଥିବା ଅଂଶ ଦେହର ଗୁପ୍ତ ସ୍ଥାନ ଉପରେ ଭିଡ଼ାଯାଏ।]