କାଙ୍କୁଆ Kāṅkuā

  • ଦେ. ବି. — କାଙ୍କ ଦ୍ୱାରା ମାଟି ହାଣିବା ମୂଲିଆ — Labourers engaged in digging earth with spades
  • ଦେ. ବି. — [ଦ୍ର—ମାଟି ହାଣିବାବେଳେ କେତେକ ଲୋକ ମାଟିକୁ କାଙ୍କ ଦ୍ୱାରା ହାଣିଯାଆନ୍ତି ଓ ତା ପରେ ଆଉ କେତେକ ଉକ୍ତ ହଣା— ମାଟିକୁ କୋଡ଼ିଦ୍ୱାରା ଉଠାଇ ଟୋକାଇରେ ପୂରାନ୍ତି।]