କାଁଚି Kāñchi

  • ପ୍ରାଦେ. (ସମ୍ବଲପୁର) ବି — ମାଟିନିର୍ମିତ କ୍ଷୁଦ୍ର ଗିନା — A small cup of earth
  • ପ୍ରାଦେ. (ସମ୍ବଲପୁର) ବି — କାଁଚି କାଁଚି କାଚି, ଆମ୍ଭର ପରା କୁନ ଯିବୁ ନାଚି ପିଣ୍ଡାତଳେ ଦେବୁ ଖାଁଚି—ଦୋଳୀଗୀତ।