କସ୍ୟ Kasya
- ସଂ. ସର୍ବନାମ (କିମ୍ ଶବ୍ଦ 6 ଷ୍ଠୀ 1 ବ) — କାହାର — Whose
- ଦେ. (କଚିରିଆ) ଅ — ଦଲିଲର ଶିରୋନାମାରେ ଲେଖା ହେବା ନିରର୍ଥକ ଶବ୍ଦ — A meaningless word used in the heading of a deed
- ଦେ. (କଚିରିଆ) ଅ — [ଦ୍ର—ପୂର୍ବେ ଦଲିଲ ସମ୍ପାଦନ ବେଳେ ପ୍ରଶ୍ନର ଉତ୍ତର କରା ଯାଉଥିଲା। ପ୍ରଶ୍ନ—ଏ ଦଲିଲ୍ କସ୍ୟ? ଉତ୍ତର—ଏ ଦଲିଲ ଗୋପାଳସ୍ୟ (ଗୋପାଳର)। ତହିଁର ନିଦର୍ଶନ ସ୍ୱରୂପ ଆଜିଯାକେ ଦଲିଲରେ ପକ୍ଷମାନଙ୍କ ନାମ ଲେଖି ସାରି ଦଲିଲର ଅସଲ ଲେଖା ଆରମ୍ଭ କରିବା ପୂର୍ବରୁ ଶିରନାମାରେ 'କସ୍ୟ ଟ 5 ଙ୍କାର ଋଣପତ୍ର— ମିଦଂ କାର୍ଯ୍ୟଞ୍ଚାଚେ' ଘତ୍ ଚଳି ଆସୁଅଛି। ଏପରି ସ୍ଥଳରେ ଏହି 'କସ୍ୟ' ର ବ୍ଯବହାର ନିରର୍ଥକ ଓ ଅନାବଶ୍ୟକ।] — [ଦ୍ର—ପୂର୍ବେ ଦଲିଲ ସମ୍ପାଦନ ବେଳେ ପ୍ରଶ୍ନର ଉତ୍ତର କରା ଯାଉଥିଲା ପ୍ରଶ୍ନ—ଏ ଦଲିଲ୍ କସ୍ୟ? ଉତ୍ତର—ଏ ଦଲିଲ ଗୋପାଳସ୍ୟ (ଗୋପାଳର) ତହିଁର ନିଦର୍ଶନ ସ୍ୱରୂପ ଆଜିଯାକେ ଦଲିଲରେ ପକ୍ଷମାନଙ୍କ ନାମ ଲେଖି ସାରି ଦଲିଲର ଅସଲ ଲେଖା ଆରମ୍ଭ କରିବା ପୂର୍ବରୁ ଶିରନାମାରେ 'କସ୍ୟ ଟ5ଙ୍କାର ଋଣପତ୍ର— ମିଦଂ କାର୍ଯ୍ୟଞ୍ଚାଚେ' ଘତ୍ ଚଳି ଆସୁଅଛି ଏପରି ସ୍ଥଳରେ ଏହି 'କସ୍ୟ' ର ବ୍ଯବହାର ନିରର୍ଥକ ଓ ଅନାବଶ୍ୟକ]