କସ୍ତୁରା Kasturā
- ଦେ. ବି. (ସଂ. କସ୍ତୁରୀ) — ଏକ ଜାତୀୟ କସ୍ତୁରୀଗନ୍ଧଯୁକ୍ତ ଶାକ ଗୁଳ୍ମ ଓ ତହିଁର ମଞ୍ଜି — A plant and its musk-scented seed
- ଦେ. ବି. (ସଂ. କସ୍ତୁରୀ) — ଏକଜାତୀୟ ଶାମୁକା — A species of oyster
- ଦେ. ବିଣ. — କସ୍ତୁରୀଗନ୍ଧବିଶିଷ୍ଟ — Musk scented
- ଦେ. ବିଣ. — ଯାହାଠାରୁ କସ୍ତୁରୀ ବାହାରେ (ମୃଗ) — (deer) From which musk is got; musk-deer