କସାକସ୍ Kasākas

  • ଦେ. ବିଣ — ଦେହକୁ ଖୁବ୍ ଚୋସ୍ତ୍ ହେଉଥିବା (ପୋଷାକ ଆଦି) — Very tightly fitting (dress)
  • ଦେ. ବିଣ — ନଅଣ୍ଟ — Insufficient; deficient
  • ଦେ. ବି. — ନଅଣ୍ଟ ଅବସ୍ଥା — State of want
  • ଦେ. ବି. — କୃପଣତା; ବ୍ଯୟକୁଣ୍ଠତା — Niggardliness