କଷ୍ଟ Kashṭa

  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — (ଶାରୀରିକ, ମାନସିକ) ଯନ୍ତ୍ରଣା; କ୍ଳେଶ — Pain; uneasiness
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — ଦୁଃଖ — Sorrow; trouble; difficulty; misery; hardship
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — ଅତି ଦୁଃଖ — Extreme pain; affliction
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — ଅମଙ୍ଗଳ — Evil
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — ପରିଶ୍ରମ — Labour; exertion
  • ସଂ. ବି. (କଷ୍ ଧାତୁ=ହିଂସା କରିବା+ଭାବ. ତ) — ପ୍ରସବ ବେଦନା — Labour-pains; pangs of child-birth
  • ସଂ. ବିଣ. (+କର୍ତ୍ତୃ. ତ) — କ୍ଳିଷ୍ଟ — Afflicted; suffering
  • ସଂ. ବିଣ. (+କର୍ତ୍ତୃ. ତ) — କଷ୍ଟପ୍ରଦ; ଦୁଃଖଜନକ; ଦୁଃଖପ୍ରଦ — Sorrowful; grievous
  • ସଂ. ବିଣ. (+କର୍ତ୍ତୃ. ତ) — ଗହନ; ଦୁଃସାଧ୍ୟ — Difficult
  • ସଂ. ବିଣ. (+କର୍ତ୍ତୃ. ତ) — କଦର୍ଯ୍ୟ; କୁତ୍ସିତ — Wretched; bad; nasty
  • ସଂ. ବିଣ. (+କର୍ତ୍ତୃ. ତ) — ନୀଚ; ହୀନ — Low; mean
  • ସଂ. ବିଣ. (+କର୍ତ୍ତୃ. ତ) — କଠୋର — Severe