କଷା Kashā
- ସଂ. ବି. — କଶା (ଦେଖ) — Kaṡā (See)
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — ଗଣିତସମସ୍ୟାର ସମାଧାନ — Working of a mathematical sum
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — ଚାବୁକ୍ଦ୍ୱାରା ମାଡ଼ — Whipping; scourging
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — ଯାନବାହାନ ଆଦି ସଜ୍ଜୀକରଣ; କଷିବା — Equipment of a beast or conveyance for use
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — ଭିଡ଼ା; ଭିଡ଼ିବା; ଦୃଢ଼ ବନ୍ଧନ — Tightening
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — ପାଣିରେ ଭିଜାଇବା; ବତୁରାଇବା — Moistening; seasoning of a tough thing by immersing it in water
- ଦେ. ବି. (ସଂ. କର୍ଷଣ; ପ୍ରା. କଷ୍ଷଣ) — କଷିବା କର୍ମ; କଷିବା (ଦେଖ) — The act of Kashibā (See)
- ପ୍ରାଦେ. (ବାଲେଶ୍ୱର ଓ ମେଦିନୀପୁର) ବି — ଆମ୍ବକୋଇଲି — The astringent kernel of mango-stone
- ଦେ. ବିଣ — ସଜ ହୋଇଥିବା; ସଜ୍ଜିତ — Equipped; fitted
- ଦେ. ବିଣ — ଗୋଟିଏ ଖୁବ୍ ବଡ଼ ଦନ୍ତା ହାତୀ ଉପରେ ଅମାରୀ କଷା। ଫକୀରମୋହନ, ଗଳ୍ପସ୍ୱଳ୍ପ।
- ଦେ. ବିଣ — ସାଧିତ ହୋଇଥିବା (ଗାଣିତିକ ସମସ୍ୟାଦି) — Worked out (mathematical sum)
- ଦେ. ବିଣ — କଷାୟ ସ୍ୱାଦଯୁକ୍ତ — Of astringent taste