କଷଟି Kashaṭi

  • ବୈଦେ. ବି. (ସଂ. କଷପଟ୍ଟିକ; କଷ୍ଟି) — କଷ୍ଟିପଥର — Touchstone
  • ବୈଦେ. ବି. (ସଂ. କଷପଟ୍ଟିକ; କଷ୍ଟି) — ଯେସନେ କାଞ୍ଚନ ଦହନ କରିଟି କଷଟିରେ କଷାଇଲେ। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବିଣ — କଶଟିଆ (ଦେଖ) — Kashaṭiā (See)