କଳ୍ମାଷୀ Kaḻmāshī

  • ସଂ. ବି. ସ୍ତ୍ରୀ (କଳ୍ମାଷ+ସ୍ତ୍ରୀ. ଈ) — ଯମଦଗ୍ନିଙ୍କ ଛଉଆ କାମଧେନୁ — The speckled cow of sage J̄amadagni which granted all desires (M.W.)
  • ସଂ. ବି. ସ୍ତ୍ରୀ (କଳ୍ମାଷ+ସ୍ତ୍ରୀ. ଈ) — ନଦୀବିଶେଷ; ଯମୁନା ନଦୀ — Name of a river; the J̄amunā