କଳ୍ପ Kaḻpa
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ପୁରାଣମତେ ବ୍ରହ୍ମାଙ୍କର ଏକଦିନ ବା ଏକ ରାତିର ସମୟ; 432,00,00,000 ମାନୁଷ ବତ୍ସର; ଚାରିଶହ ବତିଶିକୋଟି ବରଷ କାଳ — ପୁରାଣମତେ ବ୍ରହ୍ମାଙ୍କର ଏକଦିନ ବା ଏକ ରାତିର ସମୟ;432,00,00,000ମାନୁଷ ବତ୍ସର; ଚାରିଶହ ବତିଶିକୋଟି ବରଷ କାଳ—. A cosmic period; a day and night of Brahmā, corresponding to a period of 43 billions and 20 millions of mortal years
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ସହସ୍ର ଯୁଗ କାଳ ଯେତେ; କଳ୍ପ ବୋଲାଇ ଏ ଜଗତେ। ଜଗନ୍ନାଥ, ଭାଗବତ।
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — [ଦ୍ର—ବର୍ତ୍ତମାନ ପୃଥିବୀର ବୟସ ଶ୍ୱେତବାରାହ କଳ୍ପାବ୍ଦ 197 କୋଟି 29 ଲକ୍ଷ 49 ହଜାର 29 ବର୍ଷ ଅଟେ। ବ୍ରହ୍ମାଙ୍କର ଗୋଟିଏ କଳ୍ପ ନିଦ୍ରା ହୁଏ ଏବଂ ବ୍ରହ୍ମାଙ୍କ ନିଦ୍ରାଭଙ୍ଗ ହେଲେ ଗୋଟିଏ କଳ୍ପ ତାଙ୍କର ଦିନ ହୁଏ।] — [ଦ୍ର—ବର୍ତ୍ତମାନ ପୃଥିବୀର ବୟସ ଶ୍ୱେତବାରାହ କଳ୍ପାବ୍ଦ197କୋଟି29ଲକ୍ଷ49ହଜାର29ବର୍ଷ ଅଟେ ବ୍ରହ୍ମାଙ୍କର ଗୋଟିଏ କଳ୍ପ ନିଦ୍ରା ହୁଏ ଏବଂ ବ୍ରହ୍ମାଙ୍କ ନିଦ୍ରାଭଙ୍ଗ ହେଲେ ଗୋଟିଏ କଳ୍ପ ତାଙ୍କର ଦିନ ହୁଏ]
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ପ୍ରଳୟ — End or dissolution of the creation after every Kaḻpa; the all-destroying deluge according to Hindu mythology
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଧର୍ମସାଧନ ନିୟମ ବା ବିଧି — Sacred precept or rule
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଉତ୍ତମ କଳ୍ପେ ସୁସମ୍ପାଦି, କରାଇ ତିନି ଅଶ୍ୱମେଧି। ଜଗନ୍ନାଥ, ଭଗବତ।
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ବୈଦିକ କର୍ମକାଣ୍ଡ ବିଷୟକ ନିୟମଚୟ — A body of Vedic rules; Vedic rites
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଅଭାବ ପକ୍ଷେ କର୍ତ୍ତବ୍ୟ ବିଧି; ବିକଳ୍ପ — A prescribed alternative for a precept
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଯାଗକ୍ରିୟା ଉପଦେଶକ ଓ କର୍ମକାଣ୍ଡ ବିଷୟକ ବେଦାଙ୍ଗ ଗ୍ରନ୍ଥବିଶେଷ — Name of one of the six Bedāṅgas treating of ceremonials or sacred rites
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — [ଦ୍ର—ବେଦର 6 ଗୋଟି ଅଙ୍ଗରୁ ଏହା ଏକତମ।] — [ଦ୍ର—ବେଦର6ଗୋଟି ଅଙ୍ଗରୁ ଏହା ଏକତମ]
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଅଭିପ୍ରାୟ; ଇଚ୍ଛା — Intention; wish
- ସଂ. ବି. (କୃପ ଧାତୁ=ପାରଗ ହେବା+କର୍ମ. ଅ) — ଧ୍ୟାନେ ଚିନ୍ତିବ ବିଷ୍ଣୁ ରୂପେ; ପୂଜା କରିବ ମୋକ୍ଷକଳ୍ପେ। ଜଗନ୍ନାଥ, ଭାଗବତ।