କଲୀ Kalī
- ଦେ. ବି — କଲି (ଦେଖ) — Kali (See)
- ଦେ. ବି — (ସଂ. କଳି; ଏହା କଳି ବା କଢ଼ପରି ସରୁ ଓ ଲମ୍ବ ଥିବାରୁ) ଅତି ଛୋଟ ଓ ସରୁ ନଡ଼ିଆ — Very small and slender cocoanut
- ଦେ. ବି — [ଦ୍ର—ଏ ନଡ଼ିଆ ଲମ୍ବରେ 2/3 ଇଞ୍ଚ ଓ ଏଥିରେ ବ୍ୟାସ ଏକ ଇଞ୍ଚ ବା ଅଧ ଇଞ୍ଚ ହୁଏ। ଏ ନଡ଼ିଆକୁ ଲୋକେ ନାସଦାନି ଓ ବୈଦ୍ୟମାନେ ବଟିକା ଓ ଚୁର୍ଣ୍ଣଆଦି ରଖି ବା ଦାନିରୁପେ ବ୍ଯବହାର କରନ୍ତି।] — [ଦ୍ର—ଏ ନଡ଼ିଆ ଲମ୍ବରେ2/3ଇଞ୍ଚ ଓ ଏଥିରେ ବ୍ୟାସ ଏକ ଇଞ୍ଚ ବା ଅଧ ଇଞ୍ଚ ହୁଏ ଏ ନଡ଼ିଆକୁ ଲୋକେ ନାସଦାନି ଓ ବୈଦ୍ୟମାନେ ବଟିକା ଓ ଚୁର୍ଣ୍ଣଆଦି ରଖି ବା ଦାନିରୁପେ ବ୍ଯବହାର କରନ୍ତି]