କର୍କଶ Karkaṡa
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — କରଞ୍ଜ ଗଛ — Pongamia Indica (tree)
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — ଆଖୁ; ଇକ୍ଷୁ — Sugarcane
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — କାସମର୍ଦ୍ଦ; କାଶିନ୍ଦି ଗଛ (ଦେଖ) — Kāṡindi tree (See)
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — କାମ୍ପିଲ୍ୟ (ଦେଖ) — Kāmpilya (See)
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — ଖଡ୍ଗ — Sword
- ସଂ. ବି. (କର୍କ ଧାତୁ=ହାସ୍ୟ କରିବା+ସଂଜ୍ଞାର୍ଥେ. ଶ) — ଅଚିକ୍ଣତା — Roughness
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — ଦୃଢ଼; କଠିନ; କଠୋର — Harsh; hard
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — କର୍କଶ ନୋହିବା ଭାରତିରେ—କବିସୂର୍ଯ୍ୟ, କିଶୋରୀଚମ୍ପୂ. କ ଗୀତ।
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — ଖରସ୍ପର୍ଶ; ଅମସୃଣ; ଅଚିକ୍କଣ — Rough; uneven
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — ସାହସିକ — Courageous
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — ବିବେକହୀନ — Unconscientious; unscrupulous
- ସଂ. ବିଣ. (କର୍କ ଧାତୁ=ହାସ୍ୟ କରିବା+ଶ) — କଠୋରହୃଦୟ; କ୍ରୂର; ନିର୍ଦ୍ଦୟ; ନିଷ୍ଠୁର — Cruel; unfeeling; inhuman; hard-hearted