କରଟ Karaṭa

  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — କାକ; କୁଆ — Crow
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ହସ୍ତିର ଗଣ୍ଡଦେଶ; ଗଜକୁମ୍ଭ — The temple of an elephant
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — କୁସୁମ୍ଭ; କୁସୁମ ଗଛ — Safflower plant
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — କୁସୁମ୍ଭ; ଫୁଲ; ଗେଣ୍ଡୁ ଫୁଲ — Safflower
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ବାଦ୍ୟଯନ୍ତ୍ରବିଶେଷ — A kind of drum
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — (ନାମ) ପଞ୍ଚତନ୍ତ୍ରୋକ୍ତ ଶୃଗାଳବିଶେଷ — Name of the jackal in folktales
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ମୃତବ୍ଯକ୍ତିର ଏକାଦଶାହ ଶ୍ରାଦ୍ଧ — The funeral Ṡrāddha performed on the 11th day of death
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ପାଣିକୁଆ — Cormorant (bird)
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ନିନ୍ଦ୍ୟ ବ୍ରାହ୍ମଣ — A bad Brāhmaṇa
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ନାସ୍ତିକ ବ୍ଯକ୍ତି — An atheist; an unbeliever
  • ସଂ. ବି. (କ=ନିଜକୁ+ରଟ୍ ଧାତୁ=ଘୋଷଣା କରିବା +କର୍ତ୍ତୃ. ଅ) — ବେଦନିନ୍ଦୁକ ବ୍ଯକ୍ତି — An impugner of the doctrines of the Bedas (M.W.)
  • ସଂ. ବିଣ — ନାସ୍ତିକ — Atheistic