କରଚୁଲି Karachuli

  • ଦେ. ବି. (ସଂ. କର+ଚାଳି ଧାତୁ; ଯାହା କରଦ୍ୱାରା ଚାଳିତ ହୁଏ) — A metal ladle with a handle; a big spoonlike thing made of metal for stirring boiling matter and for serving food
  • ଦେ. ବି. କରକରେ କୁନ୍ତ ଆଉ କରେ କରଚୁଲି—ସାରଳା. ମହାଭାରତ।