କରକବହ Karakabaha

  • ଦେ. ବି. (କରକ=କମଣ୍ଡଳୁ+ବହ ଧାତୁ+କର୍ତ୍ତୃ. ଅ) — ଯୋଗୀ — A sage; anchoriete
  • ଦେ. ବି. (କରକ=କମଣ୍ଡଳୁ+ବହ ଧାତୁ+କର୍ତ୍ତୃ. ଅ) — କାମିନୀ କରକବହ ଦଶା ନ ବଜାଇବି ରସେ ରସନା। ଭଞ୍ଜ, ପ୍ରେମସୁଧାନିଧି।