କମିସନ୍ Kamisan

  • ବୈଦେ. ବି. (ଇଂ. କମ୍ମିସ୍ସନ୍) — କାର୍ଯ୍ୟଭାର ଗ୍ରହଣ କରିଥିବା ବ୍ଯକ୍ତିର ପ୍ରାପ୍ୟ ବା ପାରିଶ୍ରମିକ — Commission or fees paid to an agent
  • ବୈଦେ. ବି. (ଇଂ. କମ୍ମିସ୍ସନ୍) — ଦଲାଲ୍ର ପ୍ରାପ୍ୟ ନିର୍ଦ୍ଦିଷ୍ଟ ଧନ — Broker's commission or percentage
  • ବୈଦେ. ବି. (ଇଂ. କମ୍ମିସ୍ସନ୍) — ରାଜାଦେଶରେ କୌଣସି ନିର୍ଦ୍ଦିଷ୍ଟ ବିଷୟ ତଦନ୍ତ କରି ରିପୋଟ୍ କରିବା ପାଇଁ ନିଯୁକ୍ତି ବିଶେଷଜ୍ଞ ବ୍ଯକ୍ତିମାନଙ୍କ ପଞ୍ଚାଏତ୍ — A board of person engaged by the Government to inquire in to certain matters; a commission of inquiry