କମିନା Kaminā

  • ବୈଦେ. ବିଣ. (ଫା) — କମଣା (ଦେଖ) — Kamaṇā (See)
  • ବୈଦେ. ବିଣ. (ଫା) — (ଯଥା— କମିନା ଗାଈ; କମିନା ଘୋଡ଼ା; କମିନା ଟୋକା; ଦୁଷ୍ଟ ପିଲାକୁ ଲୋକ କୌତୁକରେ କମିନା ଟୋକା ବୋଲି ମଧ୍ୟ କହନ୍ତି।)