କମରକସ୍ Kamarakas

  • ବୈଦେ. ବି. — (ଆ. କମର୍କଶ୍)—କମରବନ୍ଦ୍ — Belt
  • ବୈଦେ. ବି. — (ଫା. କମରକସ୍)—ପଳାଶଗଛର ଗଣ୍ଡିରୁ ମନକୁ ବାହାରିବା ଅଠାଳିଆ ନିର୍ଯ୍ୟାସ (ଏହା ପୃଷ୍ଟିକର ଔଷଧ) — Gum exuded from Butea Frondosa