କବନ Kabana

  • ସଂ. ବି (କବ୍ ଧାତୁ=ରଚନା କରିବା+ଭାବ. ଅନ) — ରଚନା — Poetical composition
  • ସଂ. ବି (କବ୍ ଧାତୁ=ରଚନା କରିବା+ଭାବ. ଅନ) — କବିତା — Poem
  • ସଂ. ବି (କବ୍ ଧାତୁ=ରଚନା କରିବା+ଭାବ. ଅନ) — କବି ରବି ରାୟଗୁରୁ ରଚିଲେ କବନରେ— କବିସୂର୍ଯ୍ୟ, ରତ୍ନାକରଚମ୍ପୂ, ଡ—ଗୀତ।