କବଜିବା Kabajibā

  • ଦେ. କ୍ରି — ଜୋର କରି ଧରିବା; ଯାବୁଡ଼ି ଧରିବା — To hold with a firm grip
  • ଦେ. କ୍ରି — ଅଟକାଇବା; ବନ୍ଦ କରିବା — To stop; to restrain