କପ୍ଟି Kapṭi

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ପଟ=ଛିଣ୍ଡା କନା; ତୁଳ. ତା. କପ୍ପଟ=ଛୋଟ ଲୁଗା) — ଛୋଟ କପ୍ଟା ବା ଲୁଗା — Small cloth