କପକନା Kapakanā

  • ଦେ. ବି — କ୍ଷେତ୍ରକୁ ପାଣି ବୁହାଇବା ନିମନ୍ତେ ତେଣ୍ଡାର ବା ଯନ୍ତାର ଅଳସିରା ଯେଉଁ ଦୋକନା ଖୁଣ୍ଟ ଉପରେ ରହେ — The forked pillar or pillars supporting the hollowed cocoanut trunk which conveys water baled for irrigating fileds